##### ମୋ ଡାଏରୀରୁ ପଦେ #####
ରାତି ସାରା କଡଲେଉଟାଇ
                       ସକାଳୁ ଦେହ-ହାତ ଦରଜ
ତାଜା ଅଛି ହୃଦୟର କ୍ଷତ        ଭରିନି ଏଵେ
ସ୍ମୃତିରେ ସ୍ପଷ୍ଟ ତୁମେ              ଲିଭିନ ଏଵେ
ମୁଁ, ମୋ ସମୟ ଅଟକିଛୁ        ବଢ଼ିନୁ ପାଦେ
ଆସୁନି ଆଉ ମୋ ତକିଆରୁ 
                        ତୁମ ଭିଜା କେଶର ମହକ

ଯେ ଶୋଇ ପଡିଥାନ୍ତି ନିଘୋଡ ନିଦେ

Comments

Popular posts from this blog

The Ghat is waiting: ତୁଠ ଚାହିଁ ଥାଏ!!

I am not the same: ମୁଁ ଆଉ ଆଗ ଭଳି ଲେଖୁନି